ବିଧାନସଭା ଇତିହାସରେ ପ୍ରଥମ : କରୋନା ପାଇଁ ବଦଳିଲା ନିୟମ

ନବୀନ ନିବାସରୁ ଭାଗନେଲେ ମୁଖ୍ୟମନ୍ତ୍ରୀ,ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଭୁବନେଶ୍ବର: ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପୂର୍ବ ଅଧିବେଶନ ତୁଳନାରେ ଆଜିର ଦୃଶ୍ୟ ଥିଲା ସଂପୂର୍ଣ୍ଣ ଭିନ୍ନ। ସାମାଜିକ ଦୂରତା ରକ୍ଷା ପାଇଁ ବିଧାନସଭା ମୁଖ୍ୟ ହଲ୍‌ରେ ୭୮ ଜଣ ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଥିବା ବେଳେ ଗୃହରେ ୫୦ରୁ ୬୦ ବିଧାୟକ ଉପସ୍ଥିତ ଥିଲେ। ସମସ୍ତଙ୍କ ମୁହଁରେ ଥିଲା … Continue reading ବିଧାନସଭା ଇତିହାସରେ ପ୍ରଥମ : କରୋନା ପାଇଁ ବଦଳିଲା ନିୟମ